ଶ୍ରୀ ଅରବିନ୍ଦଙ୍କ ଜାଗରଣ ଯାତ୍ରା ବିନିକା ଠାରୁ ଆରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଟାଉନରୁ ଆଜି ଶ୍ରୀ ମା’ ଶ୍ରୀ ଅରବିନ୍ଦଙ୍କ ଜାଗରଣ ଯାତ୍ରା ଆରମ୍ଭ ହୋଇଛି ।

ଏହା ବିନିକା ଠାରୁ ଆରମ୍ଭ ହୋଇ ବିନିକା ବ୍ଲକର ୩୬ଟି ସ୍ଥାନକୁ ଯାଇ ଶ୍ରୀ ମା’ଙ୍କ ବାଣୀ ଲୋକଙ୍କ ପାଖକୁ ପହଞ୍ଚାଇବାର କାର୍ଯ୍ୟକ୍ରମ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes