ଜଳେଶ୍ୱର ଶ୍ରୀରାମପୁର ଆର୍ଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ଆକ୍ରମଣ କରିଛନ୍ତି। ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଚଢ଼ାଉ ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ମାଫିଆଙ୍କ ବିରୋଧରେ ଆକ୍ସନ୍ ଦାବିରେ ଥାନାରେ ତହସିଲଦାର ଏତଲା ଦେଇଛନ୍ତି।