ଶ୍ରୀମନ୍ଦିର ହେରିଟେଜ ପ୍ରସଙ୍ଗରେ ଗୃହ କମିଟି ଶୀଘ୍ର ନିଷ୍ପତ୍ତି ନେବ

ଶ୍ରୀମନ୍ଦିର ହେରିଟେଜ ନିର୍ମାଣ ନେଇ ହୋଇଥିବା ବିବାଦ ପ୍ରସଙ୍ଗରେ ଶୀଘ୍ର ବିଧାନସଭା ଗୃହ କମିଟି ପୂର୍ତ୍ତ ଓ ଆଇନ ବିଭାଗ ସହ ପ୍ରଥମେ ଆଲୋଚନା କରିବ ଏବଂ ପରେ ପୁରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ ବୋଲି ଆଜି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version