ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ଦାବିପତ୍ର ପ୍ରଦାନ

ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସମ୍ବଲପୁର କମିଟି ତରଫରୁ ସମ୍ବଲପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ରରେ ଶ୍ରୀମନ୍ଦିର ଉନ୍ନୟନ ଓ ବିକାଶ ନାମରେ ଶ୍ରୀମନ୍ଦିରର ବିଭିନ୍ନ ଅଂଶକୁ ଭଙ୍ଗା ଯାଉଥିବାରୁ ପ୍ରତିବାଦ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes