ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଞ୍ଚ କରିବା ସହ ପ୍ଳାଷ୍ଟର ମରାମତି କରିବାକୁ ଏହା ଖୋଲିବା ସକାଶେ ବ୍ୟବସ୍ଥା କରିବାକୁ ଗତ 8 ତାରିଖରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଚିଠି ଲେଖାଯାଇଥିବା ଜଣାପଡିଛି l
ଗତ 2018ରେ ହାଇକୋର୍ଟ ମଧ୍ୟ ଏହାକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚାବିକାଠି ନ ମିଳିବାରୁ ଖୋଲାଯାଇ ପାରିନଥିଲା l