ଶ୍ରୀମନ୍ଦିର ପଦଯାତ୍ରା ବାତିଲ ସତ୍ତ୍ୱେ ପୁରୀରେ କଡା ସୁରକ୍ଷା

ପୁରୀରେ ପରୀକ୍ରମା ପ୍ରକଳ୍ପ ସପକ୍ଷ ଓ ବିରୋଧରେ ହେବାକୁ ଥିବା ପଦଯାତ୍ରାକୁ ପ୍ରଶାସନ ଅନୁମତି ଦେଇ ନଥିଲେ ମଧ୍ୟ ଆଜି ସକାଳୁ ଆଇନ ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପୁରୀ ଗସ୍ତରେ ଯାଉଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes