ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଲିଖିତ ଉତ୍ତର ରଖିଛନ୍ତି।୨୦୨୪ ଜୁନ୍ରୁ ଏଯାବତ୍ ଡ୍ରୋନ୍ ଉଡ଼ିବାର ୧୦ଟି ମାମଲା ରୁଜୁ ହୋଇଛି।୨ଟି ମାମଲାର ଫାଇନାଲ ଫର୍ମ ପ୍ରଦାନ ହୋଇଛି, ୮ଟିର ତଦନ୍ତ ଜାରି ରହିଛି।
ଶ୍ରୀମନ୍ଦିର ଭିତରକୁ ୭୦୦ ଜଣ ବ୍ୟକ୍ତି ଫୋନ୍ ନେଇ ପ୍ରବେଶ କରିଛନ୍ତି, ଏନେଇ ୯ଟି ମାମଲା ରୁଜୁ ସହ ୭ଟିର ଫଇସଲା ହୋଇଛି ଓ ୨ଟିର ତଦନ୍ତ ଚାଲିଛି କହିଛନ୍ତି ମନ୍ତ୍ରୀ।