ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ପ୍ରାୟ ୫ ଫୁଟ୍ ଉପରକୁ ଚଢ଼ି ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିଲେ ଜେଟିପି ଓ ସେବାୟତ।
ସଂପୃକ୍ତ ବ୍ୟକ୍ତିଙ୍କ ଘର ରାଞ୍ଚିରେ ହୋଇଥିବା ବେଳେ ମାନସିକ ଅନଗ୍ରସର ଥିବା ସୂଚନା ମିଳିଛି।
Credible Local News of Odisha