ଶ୍ରୀମନ୍ଦିର ଆଇନ ଅଧିକ କଠୋର ସହ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ।
ମହାପ୍ରଭୁଙ୍କ ସଂସ୍କୃତିକୁ କ୍ଷୁର୍ଣ୍ଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛି। ଶ୍ରୀମନ୍ଦିର ଭିତରୁ ହିଡେନ୍ କ୍ୟାମେରା ଧରାପଡ଼ିବା ପରେ ପ୍ରସ୍ତାବ ଦେଇଛି ମନ୍ଦିର ପ୍ରଶାସନ।