ଇଣ୍ଡିଆ ଥ୍ରିଲ୍ସ ନାମକ ୱେବ୍ସାଇଟ୍ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।ବିଭିନ୍ନ ବର୍ଗର ଦେୟଯୁକ୍ତ ଦର୍ଶନ ନେଇ ୱେବ୍ସାଇଟ୍ରେ ତଥ୍ୟ ରହିଛି।ଜଗନ୍ନାଥ ଦର୍ଶନ ପାଇଁ ୫୦, ୧୦୦, ୫୦୦ ଟଙ୍କା ରେଟ୍ ଚାର୍ଟ ରଖାଯାଇଥିବା ବେଳେବସ୍ବତନ୍ତ୍ର ଦର୍ଶନ ପାଇଁ ୫୦, ଶୀଘ୍ର ଦର୍ଶନ ପାଇଁ ୧୦୦, ଭିଆଇପି ଦର୍ଶନ ପାଇଁ ୫୦୦ ଟଙ୍କା ରଖାଯାଇଛି।