ଶ୍ରୀଗୁଣ୍ଡିଚା ମନ୍ଦିରରେ ପୁଲିସ ଡିଜି ୱାଇବି ଖୁରାନିଆ

ଜନ୍ମବେଦୀରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନର ତଦାରଖ କରିବା ସହ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ଉପରେ ଗୁରୁତ୍ବ ଦେଇଛନ୍ତି ପୁଲିସ ଡିଜି।

ନବମୀ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ବେଳେ ଆସନ୍ତାକାଲି ବାହୁଡ଼ା ଯାତ୍ରା। ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୁଲିସ ଡିଜି ଆଲୋଚନା କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes