ଶ୍ରୀକ୍ଷେତ୍ର ଭଉଁରୀରେ ଫୁଟିବନି ବାଣ : ଏସ୍‌ପି

ପୁରୀ ଚନ୍ଦନ ଯାତ୍ରାକୁ ନେଇ ଏସ୍‌ପି ପ୍ରତୀକ ସିଂ ଏହି ବଡ଼ ସୂଚନା ଦେଇଛନ୍ତି। ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି। ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ନରେନ୍ଦ୍ର ପୁଷ୍କରିଣୀ। ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ ଡିଏସପି ରହିବେ କହିଛନ୍ତି ଏସପି।

୨୦୨୪ ଶ୍ରୀକ୍ଷେତ୍ର ଭଉଁରୀରେ ବାଣ ବିସ୍ଫୋରଣ ୧୭ଜଣଙ୍କ ଜୀବନ ଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes