ଶ୍ରୀଅରବିନ୍ଦ ଶିକ୍ଷକେନ୍ଦ୍ରର ବାର୍ଷିକ କ୍ରୀଡା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରାଣୀପୁର ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନିଷ୍ଠ ବିଭାଗରେ ଆଦ୍ୟାଶା ନନ୍ଦ ତଥା ବରିଷ୍ଠ ବିଭାଗରେ ବର୍ଷାରାଣୀ ରାଜହଂସ ଓ ବିକି ମିର୍ଦ୍ଧା ଚମ୍ପିଆନ ହୋଇଥିଲେ। ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପାନୀ ଉତ୍ସବରେ ଶିକ୍ଷାବିତ ଶରତ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes