ବିଭିନ୍ନ ଶୈବପୀଠରେ କାଉଡ଼ିଆ ଜଳଲାଗି କରୁଛନ୍ତି। ଶ୍ରୀଲିଙ୍ଗରାଜ, କପିଳାସ, ଧବଳେଶ୍ବର ପୀଠରେ ଜଳଲାଗି ଚାଲିଛି। କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଶ୍ରାବଣର ପ୍ରଥମ ସୋମବାର; ଚଳଚଞ୍ଚଳ ଶୈବପୀଠ