ଶ୍ରମିକ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କଲା ଏନ୍‌ଏଚ୍‌ଆର୍‌ସି

କଟକରେ ସ୍ୱରେଜ୍ ଟାଙ୍କିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଏନ୍‌ଏଚ୍‌ଆର୍‌ସି।

ସରକାରଙ୍କୁ ଦାୟୀ କରି ମୁଖ୍ୟ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସରକାର କାହିଁକି ୧୦ ଲକ୍ଷ କ୍ଷତିପୂରଣ ନଦେବେ ଦର୍ଶାଇବାକୁ ନୋଟିସ ହୋଇଛି। ୪ ସପ୍ତାହରେ ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ୨୦୨୧ରେ ଘଟିଥିଲା ଏହି ଅଘଟଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes