ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଲେଇ ସ୍ଥିତ ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ସୁନ୍ଦରଗଡ଼ ବଣାଇର। ସେ ସୁପରଭାଇଜର ଭାବେ କାମ କରୁଥିଲେ।ହତ୍ୟା ଅଭିଯୋଗ ଆଣିଲେ ମୃତ ଶ୍ରମିକଙ୍କ ଭାଇ। ସେପଟେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।
Credible Local News of Odisha