ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି।ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ୫୨୨, କୁଶଳୀ ଶ୍ରମିକଙ୍କ ୫୭୨ ଟଙ୍କାକୁ ବୃଦ୍ଧି କରିଛନ୍ତି।
ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି।ଏପ୍ରିଲ ପହିଲାରୁ ପିଛିଲା ଭାବେ ବର୍ଦ୍ଧିତ ମଜୁରୀ ଲାଗୁ ହେବ।