ଶ୍ରମିକଙ୍କ ଉପରେ ଟ୍ରେନ୍‌ ମାଡ଼ିଯିବା ଘଟଣାରେ ତଦନ୍ତ ଆରମ୍ଭ

ଯାଜପୁର ଚୂନଭାଟିରେ ୬ ଶ୍ରମିକଙ୍କ ଉପରେ ଟ୍ରେନ୍‌ ମାଡ଼ିଯିବା ଘଟଣାରେ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଲେ ବରିଷ୍ଠ ରେଲୱେ ଅଧିକାରୀ।

କିପରି ୬ ଶ୍ରମିକଙ୍କ ଉପରେ ଟ୍ରେନ୍‌ ମାଡ଼ିଗଲା ସେନେଇ ତଦନ୍ତ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes