ଶୋହଳ ପ୍ରହର ନାମରେ ମନ୍ତ୍ରୀ ନିରଞୀନ ପୂଜାରୀଙ୍କ ଯୋଗଦାନ

ସୋନପୁର ଛକୋରମାଲ ପଚାୟତ ଡୁମ୍ବେରଖୋଲ ଗ୍ରାମରେ ଶୋହଳ ପ୍ରହର ନାମ କିର୍ତ୍ତନରେ ଅତିଥି ଭାବେ ମନ୍ତ୍ରୀ ନିରଞୀନ ପୂଜାରୀ ବ୍କକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ,ଜିଲ୍ଲା ପରୀଷଦ ସଭ୍ୟ ମଧୁ ସୁଦନ ଓତା , ଲଛିପୁର ପୂର୍ବତନ ସରପଚ ବାସୁଦେବ ରଣା ସମେତ ଅନ୍ୟ ଅତିଥି ଯୋଗଦେଇଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes