ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ ନରସିଂହ ମିଶ୍ରଙ୍କ ଧାରଣା

ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ତଦନ୍ତ ଦାବି କଲେ ନରସିଂହ।

ଅନୁଧ୍ୟାନ ପରେ କହିବି କହିଲେ ବାଚସ୍ପତି। ବାଚସ୍ପତିଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ନରସିଂହ ଧାରଣା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version