ଶୂନ୍ୟକାଳରେ ଅଙ୍ଗନବାଡି କର୍ମୀଙ୍କ ଧାରଣା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଙ୍ଗନବାଡି କର୍ମୀଙ୍କ ଧାରଣା ପ୍ରସଙ୍ଗ ଉଠାଇ କହିଛନ୍ତି, ଦୀର୍ଘ ଦିନ ହେଲା ସେମାନେ ସ୍ଥାୟୀ ନିଯୁକ୍ତି ନପାଇ ସେବା ଯୋଗାଉଛନ୍ତି।

ଅଙ୍ଗନବାଡି କର୍ମୀଙ୍କ ପାଇଁ ସରକାର ପଦକ୍ଷେପ ନିଅନ୍ତୁ, ତାଙ୍କୁ ଇପିଏଫ ଏବଂ ଇଏସଆଇରେ ଯୋଡ଼ାଯାଉ ବୋଲି ଦାବି କରିଛନ୍ତି ମୋହନ ମାଝୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes