ପୋର୍ଟାଲ ଜରିଆରେ ଲୋକେ ଅଭିଯୋଗ କରିପାରିବେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଅଭିଯୋଗକାରୀଙ୍କ ସବୁ ଅଭିଯୋଗର ଜବାବ ରଖିବ ବିଭାଗ। ସୁଭଦ୍ରାରୁ କାହିଁକି ବାଦ ପଡ଼ିଲେ, କାରଣ କ’ଣ ଉତ୍ତର ମିଳିବ।
ସୁଭଦ୍ରାରୁ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡ଼ିଛନ୍ତି।
Credible Local News of Odisha