ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ସମାପିତ

ପବିତ୍ର ଅକ୍ଷୟ ତୄତୟା ତିଥିରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜି ଅନୁକୂଳ ସ୍ୱରୂପ ଅନନ୍ୟ ପରପଂରା କନ୍ୟା ପିତାମାତା ଚୟନ ସହ ଥାଳ ଉଠା କାର୍ଯ୍ୟ ଶେଷ ହୋଇଛି l

ତେବେ କୋଭିଡ ପାଇଁ ୨ ବର୍ଷ ହେବ ନିରାଡ଼ମ୍ବର ଭାବରେ ଆୟୋଜନ ହେଉଥିବା ଶୀତଳଷଷ୍ଠୀ ଥାଳ ଉଠା ଏଥର କୋଭିଡ କଟକଣା ହଟିବା ସହ ମହାସମାରୋହରେ ସମାପିତ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes