ଶିଶୁ ସେବିକା ନିଯୁକ୍ତି ଗାଇଡ୍‌ଲାଇନ୍

ଜାତୀୟ ଶିକ୍ଷା ନୀତିରେ ଶିଶୁ ସେବିକା ନିୟୋଜନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ୧୮ରୁ ୪୫ ବର୍ଷର ମହିଳାଙ୍କୁ ଶିଶୁ ବାଟିକାରେ ନିଯୁକ୍ତି ମିଳିବ।

ଶାରିରୀକ ଓ ମାନସିକ ସ୍ତରରେ ସକ୍ଷମ ଶିକ୍ଷିତ ମହିଳାଙ୍କୁ ନିଯୁକ୍ତି ସୁଯୋଗ ରହିଛି। ଆର୍ଥିକ ଅନଗ୍ରସର ଓ ନିରାଶ୍ରୟ ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes