2015 ମସିହାରେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଞ୍ଚଳରେ ଜଣେ ଆଠ ବର୍ଷର ଶିଶୁକୁ ତଣ୍ଟି ଚିପି ହତ୍ୟା କରିବା ପରେ ଦୀପକ ବାରିକ ନାମକ ଗୁଣିଆ ପୋଖରୀକୁ ଫିଙ୍ଗି ଦେଇଥିଲା l
ଆଜି ଯାଜପୁର ଏଡିଜେ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l
Credible Local News of Odisha