ଅନୁଗୁଳ ଜିଲ୍ଲା ତାଳଚେର ଡେରାସ୍ଥିତ ଓଭରବ୍ରିଜ ନିକଟରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ନିମନ୍ତେ ସ୍ବଚ୍ଛ ପରିବେଶ ମୋ ଅଧିକାର ଅନୁଷ୍ଠାନ ପକ୍ଷରୁ କୋଲିୟରୀସ୍ଥିତ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଅଶୋକ କୁମାର ଧଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
Credible Local News of Odisha