ଶିଶୁ ଅନୁକୂଳ ପଂଚାୟତ ସମ୍ପର୍କିତ ଏକଦିବସୟ ତାଲିମ୍ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସମ୍ମିଳନୀ କକ୍ଷରେ ପଂଚାୟତ ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ଶିଶୁ ଅନୁକୂଳ ପଂଚାୟତ ସମ୍ପର୍କିତ ଏକଦିବସୟ ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା, ଅନଲାଇନରେ ଶିଶୁ ନିରାପତ୍ତା, ଲିଙ୍ଗଗତ ଭେଦଭାବ, ବାଲ୍ୟବିବାହ ବିଷୟରେ ଆଲୋଚନା କରାଯାଇଥିଲା।ତାଲିମଦାତା ଭାବେ କନକଳତା ନେପାକ, ସୁଦାମ ଗାଈଗରିଆ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes