ଶିଶୁକନ୍ୟା ମୃତଦେହ ଉଦ୍ଧାର ଘଟଣାରେ ଫେରାର ମହିଳା ଗିରଫ

ହସ୍ପିଟାଲରୁ ଫେରାର୍ ହେବାର ୪ ଦିନ ପରେ କପଣ୍ଡ ଅଞ୍ଚଳରୁ ଗିରଫ କରିଛି ପୁଲିସ। ଗୁରୁଣ୍ଡିଆ ଜଡ଼ା ଗାଁରେ ୪ ବର୍ଷ ଶିଶୁକନ୍ୟାର ମୃତଦେହ କୂଅରୁ ମିଳିଥିଲା।

ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତିଙ୍କୁ ଲହୁଲୁହାଣ କରିଥିଲେ ଗ୍ରାମବାସୀ।ଗୁରୁତର ଅବସ୍ଥାରେ ଉଭୟ ବଣାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ତ୍ରୀ ହସ୍ପିଟାଲରୁ ଚମ୍ପଟ ମାରିଥିବା ବେଳେ ସ୍ୱାମୀ ଏବେବି ଚିକିତ୍ସାଧୀନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes