ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କଲେ ହାଇସ୍କୁଲ ଛାତ୍ରୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ଛାତ୍ରୀମାନେ ବୀରମହାରାଜପୁର ଶିଳ୍ପ ତାଲିମ କେନ୍ଦ୍ର ଓ ସୋନପୁର ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରିଥିବା ଜଣାଯାଇଛି।

ଛାତ୍ରୀମାନେ ୨ ଦିନ ଧରି ବସ ଯୋଗେ ଶିକ୍ଷକ ଗୌରୀଶଙ୍କର ପୂଜାହାରୀ ଓ ଜୀବର୍ଦ୍ଧନ ରଣାଙ୍କ ତତ୍ତ୍ଵାବଧାନରେ ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes