ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଜଏଣ୍ଟ ଟାସ୍କଫୋର୍ସ ଗଠନ

ଶିମିଳିପାଳରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ଏହି ପଦକ୍ଷେପ ନିଆଯାଇଛି।

ବାରିପଦା ଆରସିସିଏଫ ହେଲେ ଜଏଣ୍ଟ ଟାସ୍କଫୋର୍ସର ଅଧ୍ୟକ୍ଷ।ଟାସ୍କଫୋର୍ସରେ ଶହେ ସଶସ୍ତ୍ର ପୁଲିସ କନଷ୍ଟେବଲ, ରେଞ୍ଜ ଅଫିସର, ୬ ଫରେଷ୍ଟର, ୮୧ ଫରେଷ୍ଟ ଗାର୍ଡ ରହିବେ। ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଡିଏଫ୍‌ଓ, ଶିମିଳିପାଳ ନର୍ଥ ଡିଭିଜନର ଉପ ନିର୍ଦ୍ଦେଶକ, ମୟୂରଭଞ୍ଜ ଏଏସ୍‌ପି ସଦସ୍ୟ ରହିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes