ଶିମିଳିପାଳରେ ହାତୀକୁ ମାରି ପୋଡ଼ିବା ଘଟଣା: ବନ କର୍ମଚାରୀ ୩ ଗିରଫ

ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା, ଫରେଷ୍ଟ ଗାର୍ଡ ବିନୋଦ ଦାସଙ୍କୁ ଗିରଫ କରିଛି ବନ ବିଭାଗ।

ପୂର୍ବରୁଏହି ୩ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା ବନବିଭାଗ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version