ଶିବ ମନ୍ଦିର ଠାରେ ଭାଗବତ ପାରାୟଣ ସହ ପ୍ରବଚନ କାର୍ଯ୍ଯ ଅନୁଷ୍ଠିତ

ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର ସପ୍ନେଶ୍ବର ମନ୍ଦିର ପରିସରରେ ଭାଗବତ ପାରାୟଣ ସହ ପ୍ରବଚନ ଅନୁଷ୍ଟିତ ହୋଇଯାଇଛି।

ପୂଜକ ବାବାଜୀ ଦାଶ ପ୍ରବଚକ ବିରମହାରାଜପୁର ବ୍ଲକ ମହଦା ଗ୍ରାମର ଅଇଁଠୁ ସାହୁ ପରିଚାଲନା କମିଟି ସଭାପତି ସୁବାଷ ଚନ୍ଦ୍ର ହୋତା, ସଂପାଦକ ଶମ୍ଭୁ ଭୂଷଣ ମେହେର, କୋଷାଧ୍ୟକ୍ଷ ଶୁଶିଲ ହୋତା, ପ୍ରବଚନରେ ତ୍ରିୟ ରାଧା ,ଓ ପଞ୍ଚକୃର୍ଷ୍ଣ ଉପରେ ପ୍ରବଚନ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes