ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ୨ଟି ଦନ୍ତା ହାତୀ ଦୁଇ ଦିନ ହେଲା ଡେରା ପକାଇଛନ୍ତି।
ଆମ୍ବ ଖାଇବା ଅନ୍ୱେଷଣରେ ଆସି ପାହାଡ଼ରେ ଅଛନ୍ତି। ଦୁଇ ଦନ୍ତାଙ୍କ ନାମ ବଡ଼ ଫେରେକଟା ଓ ସାନ ଫେରେକଟା।ଜନବସତି ମୁହାଁ ନହେବା ଲାଗି ବନ ବିଭାଗ ପାଟ୍ରୋଲିଂ କରୁଛି।
Credible Local News of Odisha