ଶିକ୍ଷୟିତ୍ରୀଙ୍କ ଠାରୁ ଝାଂପି ନେଲେ ସୁନା ଗହଣା ବ୍ୟାଗ୍

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ଵର ଶିବ ମନ୍ଦିର ରାସ୍ତା ସମ୍ମୁଖରୁ ଶନିବାର ଅପରାହ୍ନ ଜଣେ ଶିକ୍ଷୟୀତ୍ରୀଙ୍କ ଠାରୁ ୬୦ ହଜାର ଟଙ୍କା ଉର୍ଦ୍ଧ୍ବ ମୂଲ୍ୟ ର ସୁନା ଗହଣା ଲୁଟ ହୋଇଛି।

ସୂଚନା ଯେ ପାଟଣା ଥାନା କପୁଣ୍ଡୀ ପଞ୍ଚାୟତ ଧାନ ବେଣୀ ଗ୍ରାମର ଛାୟା ରାଣୀ ମହାନ୍ତ ଅପରାହ୍ନ ରେ ପାଟଣା ବଜାର ରେ ଥିବା ଜୟ ଗୁରୁ ଜ୍ୟୁଲାରି ରୁ ୧ହଳ କାନ ଫୁଲ, ୧ମଙ୍ଗଳ ସୂତ୍ର କିଣି ପୁତୁରା ଓ ପୁତୁରା ବୋହୂ
ଙ୍କ ସହ ବାଇକର ପଛ ସିଟ ରେ ବସି ଘରକୁ ଯାଉଥିବା ବେଳେ ଗହଣା ବାଇକ୍ ରେ ପିଛା କରୁଥିବା ହେଲମେଟ ପିନ୍ଧିଥିବା ୨ ଦୁର୍ବୃତ୍ତ ତାଙ୍କ ଠାରୁ ଗହଣା ଥିବା ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes