ଶିକ୍ଷା ଅଧିକାରୀଙ୍କ ନବମ ଶ୍ରେଣୀ ପରୀକ୍ଷା ଯାଞ୍ଚ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି, ଅମରପାଲି ଓ ଶାଗଜୁରୀ ହାଇସ୍କୁଲରେ ଚାଲିଥିବା ନବମ ଶ୍ରେଣୀର ଏସଏ -୨ ପରୀକ୍ଷାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚମ୍ପେଶ୍ୱର ଦାଶ ଇଣ୍ଟରନାଲ ସ୍କାର୍ଡ ଭାବରେ ପରିଦର୍ଶନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes