ଶିକ୍ଷାନୁଷ୍ଠାନ ପଡିଆରେ ମଇଳା ଯୋଗୁଁ ଅସନ୍ତୁଷ୍ଟ କ୍ରୀଡାପ୍ରେମୀ

କେନ୍ଦୁଝର ସହର ମାଇନିଙ୍ଗ ସ୍କୁଲ ପଡିଆ ରେ ନିକଟରେ ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ପଡିଆ ରେ ପଡିଥିବା ମଇଳା ଆବର୍ଜନା ଉଠା ଯାଇ ନ ଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

ପ୍ରାତଃ ବ୍ୟାୟାମ କରିବାକୁ ଯାଉଥିବା ସ୍ଥାନୀୟ ଲୋକେ ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ ସଫେଇ କରିବାକୁ ଦାବି କରିଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନ ପଡ଼ିଆରେ ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ପୂର୍ବରୁ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ଜଣାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes