ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଆଶିଷ ପ୍ରଧାନଙ୍କ ବଦଳି ଅନ୍ୟତ୍ର ହୋଇଥିବାରୁ ବଦଳି ବାତିଲ ପାଇଁ ଅବିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀ, ତହସିଲଦାର, ଜିଲ୍ଲାପାଳଙ୍କ ଅଭିଯୋଗ କରି ମଧ୍ୟ ବିଫଳ ହେବାରୁ‌ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version