ଅବସରପ୍ରାପ୍ତ IAS ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୫ ଜଣଙ୍କୁ ନେଇ ପୁନର୍ଗଠିତ ହେଲା ଉଚ୍ଚସ୍ତରୀୟ କମିଟି। ଅବସରପ୍ରାପ୍ତ IAS ସୁଦର୍ଶନ ନାଏକ କମିଟିରେ ସହ ଅଧ୍ୟକ୍ଷ ଥିବାବେଳେ ସ୍ବତନ୍ତ୍ର ଶାସନ ସଚିବ ଶାନ୍ତନୁ ସାହୁ, ଅବସରପ୍ରାପ୍ତ OES ସନାତନ ପଣ୍ଡା ସଦସ୍ୟ ଅଛନ୍ତି। ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ମଧ୍ୟ ସଦସ୍ୟ ଅଛନ୍ତି। ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି।