ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଧନା

କେନ୍ଦୁଝର ଜିଲା ପାଟଣା ବ୍ଲକଚାକୁଣ୍ଡା ପାଳ ବିକେ ପି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚିନ୍ତାମଣି ମହାନ୍ତ ଓ ପିଅନ ଗହ୍ମ। ଚରଣ ମହାନ୍ତ ଶୁକ୍ରବାର ଅବସର ଗ୍ରହଣ କରିଅଛନ୍ତି।

ଆୟୋଜିତ ଅବସର ଗ୍ରହଣ ଉତ୍ସବ ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତ ଙ୍କ ଅଧକ୍ଷତା ରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ସରପଞ୍ଚ ରକ୍ଷାମଣି ନାଏକ, ସମ୍ମାନିତ ଅତିଥିଭାବେ କୁଡୁମୀ ସେନା ରାଜ୍ୟ ଉପସଭାପତି ତଥା ସାମାଜିକ କର୍ମୀ ମିତ୍ରଭାନୁ ମହାନ୍ତ, ଅବସର ଶିକ୍ଷକ ଲକ୍ଷ୍ମୀଧର ନାଏକ,ରତ୍ନାକର ନାଏକ,ସୁରେନ୍ଦ୍ର ନାଥ ମହାନ୍ତ, ପ୍ରତାପ ଚନ୍ଦ୍ର ମହାନ୍ତ , ଶିକ୍ଷକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes