ଶିକାରୀ ବାପ, ଝିଅଙ୍କୁ ଗିରଫ କଲା ବନ ବିଭାଗ

ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ୍‌ ପଦ୍ମତୋଳା ବିଟ୍‌ରେ ଚଢ଼ାଉ କରି ବନ ବିଭାଗ ଧରିଛି।

୨ ବନ୍ଧୁକ, ଗୋଟିଏ ଟାଙ୍ଗିଆ, ବିଷାକ୍ତ ଗୋଳା, ବଜ୍ରକାପ୍ତା କାତି ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes