ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଗାମୁଛାଝରଣରେ ପାଟ୍ରୋଲିଂ ବେଳେ ଗୁଳି ବିନିମୟ ହୋଇଛି।

ଏଥିରେ ଉପର ବାର୍ହାକାମୁଡ଼ା ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଛି। ପାଟ୍ରୋଲିଂ ବେଳେ ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଛାତିରେ ଗୁଳି ବାଜିଥିଲା। କରଞ୍ଜିଆ ମେଡିକାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes