ଶିଆଳ ଆକ୍ରମଣରେ ତିନି ଆହତ

ଭଦ୍ରକ ଜିଲ୍ଲା ବାସୁଦେବପୁରସ୍ଥିତ ପୌର ପରିଷଦର ୱାର୍ଡ ନଂ ୧୨ରେ ୩ ଜଣ ବିଲରେ କାମ କରୁଥିବା ବେଳେ ଶିଆଳ ଆକ୍ରମଣ କରିଥିଲା।

ଏଥିରେ ବିଜେପି ନେତା ମଧୁସୂଦନ ପାଢ଼ୀଙ୍କ ସହ ଦୁଇ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes