ଶରଧାବାଲି ଦଳାଚକଟା; ରାଜ୍ୟ ମାନବିଧିକାର କମିଶନଙ୍କ ହସ୍ତକ୍ଷେପ

ଦଳାଚକଟା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ।

ଯେପରି ଘଟଣାର ପୁନରାବୃତ୍ତି ନ ଘଟିବ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes