ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ

ଶନିବାର ଅପହରଣ ଓ ରବିବାର ନଦୀ ପଠାରେ ମୃତଦେହ ମିଳିଥିବା ଘଟଣାରେ ରାୟଗଡ଼ା ଥାନା ଆଗରେ ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ କରିଛନ୍ତି ଲୋକେ।

ଅପହରଣ ଓ ହତ୍ୟାକାରୀଙ୍କୁ ପୋଲିସ ଧରିବାରେ ବିଳମ୍ବ ପାଇଁ ପ୍ରତିବାଦ କରିଛନ୍ତି। ଅପହରଣ ନେଇ ପୋଲିସକୁ ଅବଗତ ସତ୍ତ୍ବେ ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି। ଶବ ଶୋଭାଯାତ୍ରା ବେଳେ ରାସ୍ତାରେ ଏକ ବାଇକ୍‌ ଜାଳିଦେଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes