ଶବ ଦାହ କରି ଫେରୁଥିଲେ, ଦୁର୍ଘଟଣାରେ ଦୁଇ ମୃତ

ଭୁବନେଶ୍ୱର -ପୁରୀ ରାସ୍ତାର ବୀରଗୋବିନ୍ଦପୁର ନିକଟରେ ଆଜି ଅପରାହ୍ନରେ ଏକ ଟ୍ରକ ପଛରେ ବାଇକ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକଙ୍କ ମଧ୍ୟରେ ଜଣେ ମହିଳା କନଷ୍ଟେବଳ ଅଛନ୍ତି l
ପୁରୀରେ ଏକ ଶବଦାହ କରି ତିନିଜଣ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes