ଶପଥ ପାଠ କଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ। ଶପଥ ପାଠ କରାଇଲେ ରାଜ୍ୟସଭା ଅଧ୍ୟକ୍ଷ। ସମସ୍ତ ସାଂସଦ ଓଡ଼ିଆରେ ଶପଥ ନେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes