ଶନିବାର ସକାଳ ୭ ରୁ ୧୦ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ

ଆସନ୍ତାକାଲି ଶନିବାର ସକାଳ ୭ ରୁ ୧୦ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଆଜି ବିଦ୍ୟୁତ ବିଭାଗ ଲୋକଙ୍କୁ ସଚେତନ କରି ସୂଚନା ପ୍ରଦାନ କରିଛି ।

ମରାମତି ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes