ଶଗଡା ୫ଟି ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଶଗଡା ୫ଟି ସ୍କୁଲକୁ ଆଜି ଜିଲ୍ଲାପାଳ ପରିଦର୍ଶନରେ ଆସି ଏହାର କାର୍ଯ୍ୟ ଉପରେ ତଦାରକ କରିଥିଲେ।

ଏହି ଅବସରରେ ବିଡ଼ିଓ,ସ୍ଥାନୀୟ ପ୍ରତିନିଧି,ସ୍କୁଲ କର୍ମଚାରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version