ଶକ୍ତି ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ କାଟ

ରାଜ୍ୟରେ ବିଜୁଳି କାଟ୍ ହେଉନଥିବା ନେଇ ଶକ୍ତି ମନ୍ତ୍ରୀ ପୂର୍ବରୁ ସଫେଇ ଦେଉଥିବା ବେଳେ ଆଜି ବାଲେଶ୍ୱରରେ ଶକ୍ତି ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଦ୍ୟୁତ କଟିଯାଇଥିଲା।

ବାହାନଗାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ପାଇଁ ହେଉଥିବା ସଭା ଆରମ୍ଭରେ ଏପରି ଘଟଣା ଘଟିଥିଲା। ଜେନେରେଟର ଯୋଗେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes