ଲ’ ଅଫିସର ମାନଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର

କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି’ ୫୦% ବୃଦ୍ଧି କରିଛନ୍ତି। ଦୈନିକ ଫି’ ୧୨୫୦ ଟଙ୍କାରୁ ୧୮୭୫ ଟଙ୍କାକୁ ବୃଦ୍ଧି କରିଥିବା ବେଳେ ରିଟେନର ଫି’ ୮,୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି ହୋଇଛି।

୭୪୦ ସହକାରୀ ସରକାରୀ ଓକିଲଙ୍କ ଦୈନିକ ଫି’ ୧୬୫୦କୁ ବୃଦ୍ଧି ହୋଇଥିବା ବେଳେ ସହକାରୀ ସରକାରୀ ଓକିଲଙ୍କ ରିଟେନର ଫି’ ୬ ହଜାରକୁ ବୃଦ୍ଧି ହୋଇଛି। ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଫି’ ୧୮୭୫କୁ ବୃଦ୍ଧି ହୋଇଛି। ରିଟେନର ଫି’ ୮,୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes